ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ଅଭିଯୋଗ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ମନୋହରପୁର ଉଚ୍ଚ ବିଦ୍ୟାଳୟରେ । ସ୍ମାର୍ଟ୍ କ୍ଲାସ ନିର୍ମାଣର ସ୍ମାର୍ଟ ଟଙ୍କା ଚଳୁ । ଆଉ ସବୁ ଜାଣି ବି ଚୁପ ବସିଛି ବ୍ଳକ ପ୍ରଶାସନ।
#Keonjhar #SchoolScam #Administration #Odisha #ArgusNews